ମୋ ଡୁକନ ବିଷୟରେAbout Mo Dukan
ମୁଁ ଆସିଶ। ସଫ୍ଟୱେୟାର ବନାଏ।
ସବୁ ଫ୍ରି। ଫୋନ ରେ ଚାଲେ। ଓଡ଼ିଶା ପାଇଁ ବନାଯାଇଛି।
I'm Asish. I make software.
All free. Works on your phone. Built for Odisha.
ମୁଁ AI ସାହାଯ୍ୟରେ ଆପଣଙ୍କ ବ୍ୟବସାୟ ଆଉ ଦିନନ୍ଦିନ ଜୀବନ କୁ ଭଲ କରିବାର ଚେଷ୍ଟା କରେ। ଅନଲାଇନ ହେବା କେବଳ ଗୋଟିଏ ଅଂଶ।
ଅସଲ ଲକ୍ଷ୍ୟ ହେଲା ଆପଣଙ୍କ କାମ କୁ ସରଳ କରିବା ଯାହା ଦ୍ୱାରା ଆପଣଙ୍କ ମନ ସ୍ବଚ୍ଛ ରହିବ। ଯେଉଁଥିରେ ସମୟ ଲାଗିବା ଉଚିତ ନୁହେଁ ସେଥିରେ ସମୟ ସଞ୍ଚୟ କରିବା, ଯାହା ଦ୍ୱାରା ଆପଣ ଭଲ ଭାବରେ ଚିନ୍ତା କରିପାରିବେ ଓ ଚତୁରତାର ସହ କାମ କରିପାରିବେ।
ଦିନନ୍ଦିନ କାମରେ କିଛି ଦରକାର ଠାରୁ ଅଧିକ କଷ୍ଟ ଲାଗୁଛି କି? ସେଠୁ ଆରମ୍ଭ।
I use AI to improve your business and your daily life. Getting online is just one part.
The real goal is to make your work simple so your mind stays clear. It's about saving time on things that shouldn't take time, so you can focus on thinking better and working smarter.
If anything you do every day feels harder than it should be? That's where I start.